Home national news oriya ବଜ୍ରାଘାତ ମୃତକ ପରିିବାରକୁ ସହାୟତା

ବଜ୍ରାଘାତ ମୃତକ ପରିିବାରକୁ ସହାୟତା

6
0

Source :- ODIA PUA

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ପଚାଂୟତ ତେଲନଟୀ ମାଝୀ ସାହିର ଚାମରା ହୋଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିଲା । ସେ ଅଭାବି ପରିବାରର ହୋଇଥିବାରୁ ଏକାଦଶାହ କ୍ରିୟା ଅବସରରେ ସଂପୃକ୍ତ ଅଚଂଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଚାଚତେଇ ପକ୍ଷରୁ ଶୋକସନ୍ତପ୍ତ ପରିବାରକଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିର୍କ ସହଯୋଗ ରାଶି ପ୍ରଦାନ କରାଯାଇଛି । ସଂଗଠନର ସଂଯୋଜକ ଅବସରପ୍ରାପ୍ତ ସୈନିକ ଧରଣୀ ଧର କରଙ୍କ ଆବାହାକତ୍ୱରେ ସଭାପତି ଜୟଦେବ ସାହୁ, ସମ୍ପାଦକ ସୁଦର୍ଶନ ଜେନା, କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡା, ସନାତନ ସେଠୀ, ଶ୍ରୀବତ୍ସ କର,ଭୁପେନ୍ଦ୍ର ନାୟକ,ରବିନ୍ଦ୍ର ଜେନା, ସନ୍ତୋଷ ସାହୁ, ମଳୟ ରାଉଳ, ପ୍ରଭାତ ସାହୁ, ଅଲେଖ ସାହୁ, ଗୋବିନ୍ଦ ମାଝୀ, ବନମାଳି ସାହୁ, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

SOURCE: ODIA PUA