Source :- ODIA PUA
ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଚ୍ଛା ପୁର ସାମନ୍ତରା ସାହି ଲକ୍ଷ୍ମୀ ନାରାୟଣ ପୂଜା କମିଟି ଅନୁକୁଲ୍ୟରେ ଓ ପ୍ରୟାସ ଟ୍ରଷ୍ଟ ସହାୟତା ରେ ଦୃଷ୍ଟିହୀନ କଳାକାର ମାନ ଙ୍କୁ ନେଇ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଟ୍ରଷ୍ଟ ର କାର୍ଯ୍ୟକୠର୍ା ଶୁଭେନ୍ଦୁ ବିଶ୍ୱାଳ ଓ ମଦନ ମୋହନ ସାମଲ ଉପସ୍ଥିତ ଥିଲେ। ଅବସର ପ୍ରାପ୍ତ ଅଧ୍ୟାପକ ଶିବ ପ୍ରସାଦ ଖାମୁରାଇ ସମ୍ବୋଧନ ଦେଇ କାର୍ଯ୍ୟ କ୍ରମ କୁ ଆରମ୍ଭ କରିଥିଲେ। ଏହାକୁ ସୁଚାରୁ ରୂପେ ପରିଚାଳନା ପାଇଁ ପୁଜା କମିଟି ର କର୍ମ କୠର୍ା ମାନେ ସହାୟତା କରିଥିଲେ।ଏହି ସବୁ କାର୍ଯ୍ୟ କ୍ରମ ମଧ୍ୟମ ରେ ଦିବ୍ୟାଙ୍ଗ ମାନଙ୍କୁ ସମ୍ମାନ ର ସହ ବଓଠିବା ପାଇଁ ସାହାଯ୍ୟ କରିବା ଟ୍ରଷ୍ଟ ମୁଖ୍ୟ ଉଦେଶ୍ୟ।
SOURCE: ODIA PUA