Home national news oriya ମତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୧ତମ ସ୍ମୃତି ଦିବସ ପାଳିତ

ମତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୧ତମ ସ୍ମୃତି ଦିବସ ପାଳିତ

3
0

Source :- ODIA PUA

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରଜପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରଶାସିକା ମତେଶ୍ୱରୀ ଜଗଦମ୍ବା ସରସ୍ୱତୀ(ମାମ୍ମ।) ଙ୍କ ୬୧ତମ ସ୍ମୃତି ଦିବସ ଭଦ୍ରକ ମଠାସହି ସ୍ଥିତ ବ୍ରହ୍ମା କୁମାରୀ ସେବା କେନ୍ଦ୍ର ରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜାଲୋର ରାଜସ୍ଥାନ ସେବା କେନ୍ଦ୍ରର ସଂଚଳିକା ବ୍ରହ୍ମା କୁମାରୀ ରଂଜୁ ଭଉଣୀ ଉପସ୍ଥିତ ରହି ମମ୍ମ। ଙ୍କ ର ଗୁଣ ର ବର୍ଣ୍ଣନା କରିଥିଲେ। ମମ୍ମ। ଆଜ୍ଞାକାରୀ ଓ ଦୃଢ ସଂକଳ୍ପ ଧାରୀ ଥିଲେ।ସମସ୍ତଙ୍କୁ ମା’ର ପାଳନା ଦେଉ ଥିଲେ। ଭଦ୍ରକ ସେବାକେନ୍ଦ୍ର ର ସଂଚ୍ଚଲିକା ବ୍ରହ୍ମା କୁମାରୀ ମଞ୍ଜୁ ଭଉଣୀ ମମ୍ମ। ଙ୍କ ପରି ସବୁକିଛି ଇଶ୍ୱରୀୟ କାର୍ଯ୍ୟ ରେ ସଫଳ କରିବାକୁ କହିଥିଲେ। ଭାଇ ଭଉଣୀ ମାନେ ମମ୍ମା ପାଇଁ ସ୍ମୃତି ପୁଷ୍ପ ଅର୍ପଣ କରିଥିଲେ।

SOURCE: ODIA PUA