Home national news oriya ଧାମରାରେ ସୀମାଶୁଳ୍କ ବିଭାଗ ପକ୍ଷରୁ ସ୍ୱଚ୍ଛତା ହିଁ ସେବା -୨୦୨୬ କାର୍ଯ୍ୟକ୍ରମ

ଧାମରାରେ ସୀମାଶୁଳ୍କ ବିଭାଗ ପକ୍ଷରୁ ସ୍ୱଚ୍ଛତା ହିଁ ସେବା -୨୦୨୬ କାର୍ଯ୍ୟକ୍ରମ

6
0

Source :- ODIA PUA

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ସୀମାଶୁଳ୍କ ବିଭାଗ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୀମାଶୁଳ୍କ ବିଭାଗ ର ଅଧିକାରୀ ମାନେ ଧାମରା ବସଷ୍ଟାଣ୍ଡ ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳ ଗୁଡିକରେ ସଫେଇ କାର୍ଯ୍ୟକ୍ରମ କରିବା ସହ ସ୍ୱଚ୍ଛତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସୀମାଶୁଳ୍କ ବିଭାଗର ସହକାରୀ କମିଶନର ବୃନ୍ଦାବନ ରଥ , ସୁପରିଟେଣ୍ଡ ପି.ସି ଧଳ, ଆଲେକଜାଣ୍ଡର ବାଗ, ସିଦ୍ଧାର୍ଥ ତିଓାରୀ, କେ. କେ କୌଶଳ, ସୁଦୀପ୍ତ ଭାନୁ ଦାସ, ସତ୍ୟବ୍ରତ ନାୟକ, ସୁବାଶ ମାନିଆ, କେ.ସି ତ୍ରିପାଠୀ, ସିତ୍ରାଂଶ ବର୍ମା, ଭରତ ସେଠୀ, ମହମଦ ସାଜିଦ ପ୍ରମୁଖ ଯୋଗ ଦେଇଥିଲେ।

SOURCE: ODIA PUA