Home national news oriya ରାଣୀତାଲ ପାଇଁ ଗୌରବ ଆଣିଲେ ସୁଜିତ

ରାଣୀତାଲ ପାଇଁ ଗୌରବ ଆଣିଲେ ସୁଜିତ

6
0

Source :- ODIA PUA

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରକାଶ ପାଇଛି ପଠାଣି ସାମନ୍ତ ଗଣିତ ମେଧାବୃତି ପରୀକ୍ଷା ଫଳ। ଜଗଦଳପୁର ୟୁ ଜି ଏମ ଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ସୁଜିତ କୁମାର ସାହୁ ଭଦ୍ରକ ବ୍ଲକର ତୃତୀୟ ସ୍ଥାନ ଅଧିକାର କରିବା ସହ ରାଣୀତାଲ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଜଗଦଳପୁରର ବାଇଧର ସାହୁ ଓ ଭଗବତୀ ସାହୁଙ୍କ ଏକମାତ୍ର ପୁତ୍ର ସୁଜିତ ଗତବର୍ଷ ପଂଚମ ଶ୍ରେଣୀ ମେଧାବୃତି ପରୀକ୍ଷାରେ ମଧ୍ୟ କୃତକର୍ଯ୍ୟ ହୋଇଥିଲେ। ତାଙ୍କର ଏହି ସଫଳତା ପାଇଁ ରାଣୀତାଲ ସମ୍ବାଦ ସାହିତ୍ୟ ଘରର ସଭାପତି ଭାଗିରଥି ନାୟକ ଶୁଭେଚ୍ଛା ଜଣାଇଛନ୍ତି।

SOURCE: ODIA PUA