Home national news oriya ଧାମନଗର ବିକାଶର ହିସାବ ନେଲ େ ଜିଲ୍ଲାପାଳ, ପ୍ରକଳ୍ପସ୍ଥଳର େ ପହଂଚ ି ପରଖିଲ େ...

ଧାମନଗର ବିକାଶର ହିସାବ ନେଲ େ ଜିଲ୍ଲାପାଳ, ପ୍ରକଳ୍ପସ୍ଥଳର େ ପହଂଚ ି ପରଖିଲ େ ବାସ୍ତବ ଚିତ୍ର

5
0

Source :- ODIA PUA

ଭଦ୍ରକ, ୨୧ା୧୧ ( ଓଡ଼ିଆ ପୁଅ / ସ୍ନିଗ୍ଧ ା ରାୟ ) – ଭଦ୍ରକ ଜିଲ ା ଧାମନଗର ଏନ୍‌ଏସ ି ଅଂଚଳର େ ଚାଲିଥିବ ା ବିକାଶମୂଳକ କାର୍ଯ୍ୟର ଅଗ୍ରଗତ ି ଓ ବାସ୍ତବ ସ୍ଥିତ ି ପରଖିଛନ୍ତ ି ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ଆଜ ି ଧାମନଗର ଗସ୍ତ ଅବସରର େ ଜିଲ୍ଲାପାଳ ବିଜ୍ଞାପିତ ଅଂଚଳ ପରିଷଦ ପରିଦର୍ଶନ କରିବ ା ସହ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷ ା କରିଥିଲେ । ଏହ ି ଅବସରର େ କେବଳ ସରକାର ୀ ରିପୋର୍ଟ ଉପର େ ନିର୍ଭର ନକର ି ଜିଲ୍ଲାପାଳ ନିଜ େ ବିଭିନ୍ନ ପ୍ରକଳ୍ପସ୍ଥଳ ପରିଦର୍ଶନ କର ି କାର୍ଯ୍ୟର ଅଗ୍ରଗତ ି ଓ ବର୍ତମାନର ସ୍ଥିତ ି ଯାଂଚ କରିଥିଲେ । ପରିଷଦ ଅଂଚଳର େ ଚାଲ ୁ ରହିଥିବ ା ଉନ୍ନୟନ କାର୍ଯ୍ୟର ବାସ୍ତବ ଚିତ୍ର ଅନୁଧ୍ୟାନ କରିବ ା ସହ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ସ୍ଥିତ ି ପରଖିଥିଲେ । ଜିଲ୍ଲାପାଳଙ୍କ ଏହ ି ପରିଦର୍ଶନ ସମୟର େ ଏନ୍‌ଏସିର କାର୍ଯ୍ୟ ନିର୍ବାହ ୀ ଅଧିକାରୀ, ପୌର ଯନ୍ତ୍ରୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାର ୀ ଉପସ୍ଥିତ ଥିଲେ।

Previous articleମ ା ‘ ଧାମରାଇ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବର େ ଯୋଗଦେବ େ ରାଜସ୍ୱ ବିପର୍ଯ୍ୟୟ ପରିଚାଳନ ା ଏବ ଂ ଗୃହ ନଗର ଉନ୍ନୟନ ମନ୍ତ୍ରୀ

Snigdha Ray

SOURCE: ODIA PUA