Home national news oriya ବିିବେକାନନ୍ଦ ଲୋକ ସଂସଦର ବୃକ୍ଷରୋପଣ

ବିିବେକାନନ୍ଦ ଲୋକ ସଂସଦର ବୃକ୍ଷରୋପଣ

4
0

Source :- ODIA PUA

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ଆମ ଗାଁ ପରିବେଶ ପରିଷଦ ପକ୍ଷରୁ ସେଣ୍ଢତିରା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀଙ୍କ ତତ୍ୱାବଧାନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା । ସଂସଦର ଉପ-ସଭାପତି ମାଧବ ଚନ୍ଦ୍ର ବିଶ୍ୱାଳ,ଯୁବ ବ୍ୟାପାର ସଂଯୋଜକ ଦେବାଶିଷ ବିଶ୍ୱାଳ, ଲରେନ୍ସ ବେହେରା, ଗଜେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପଣ୍ଡା, ରବିନ୍ଦ୍ର ବେହେରା, ସଞ୍ଜିବ ଖଣ୍ଡାଇ, ରଶ୍ମିରଞ୍ଜନ ସେନାପତି, ସୁକୁଟା ପଣ୍ଡା, ଗୋପବନ୍ଧୁ ମଙ୍ଗଳ, ଦୁଷ୍ମନ୍ତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

SOURCE: ODIA PUA