Home national news oriya ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୨୦୫ଟି ସ୍କୁଲ ବନ୍ଦ

ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୨୦୫ଟି ସ୍କୁଲ ବନ୍ଦ

2
0

Source :- ODIA PUA

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୪ଟି ବ୍ଲକର (ଭଦ୍ରକ,,ତିହିଡି, ଧାମନଗର, ଚାନ୍ଦବାଲି ) ୨୦୫ଟି ସ୍କୁଲ ଆସନ୍ତାକାଲି ୨୧ଅଗଷ୍ଟ ୨୦୨୬(ଶୁକ୍ରବାର ) ରେ ବନ୍ଦ ରହିବ।

SOURCE: ODIA PUA